ତୁମବିନାବଞ୍ଚିପାରେନା || TUMO BINA|| NEW ODIYA DEVOTIONAL CHRISTIAN SONG LYRICS || JAGAN MOHAN NAG - Jagan Mohan Nag Lyrics
Singer | Jagan Mohan Nag |
Music | Tinku |
Song Writer | Pratyush Kiran & Pritikant Sadhu |
ତୁମ ବିନା ବଞ୍ଚି ମୁଁ ପାରେନା ଯୀଶୁ ମୋ ଯୀଶୁ
ଝଡ଼ ଝଞ୍ଜା ଯେତେ ମୋ ଜୀବନେ ଆସୁ ପଛେ ଆସୁ (୨ ଥର
ଚାଲିବାକୁ ତୁମ ସାଥେ , ଜୀବନର ଚଲା ପଥେ (୨ ଥର )
ନାମ ତୁମ ଧରି ଯୀଶୁ .......ହୋ ..ହୋ ...........(୪ଥର)
ତୁମ ବିନା ବଞ୍ଚି ମୁଁ ପାରେନା......... !! ୦ !!
ପଥ ହରା ହୋଇ ପାପର ଜଗତେ ବୁଲୁଥିଲି ଏକା ମୁଁ
ତୁମରି ସାହାରା ପାଇବାକୁ ପ୍ରଭୁ ଖୋଜୁଥିଲି ତୁମକୁ ...୨ ଥର
ଜୀବନେ ଯାହାକୁ ପାଇ ଧନ୍ୟ , ହେଲି ମୁଁ
ଆଶିଷ , ତୁମର ଦେଲ ହେ ମୋ ପ୍ରଭୁ ...... !! ୧ !!
ତୁମ ବିନା ବଞ୍ଚି ମୁଁ ପାରେନା..................
ସଦା ତୁମ ହୋଇ ରହିବି ତୁମଠି ଛାଡିବିନି କେବେ ମୁଁ
ତୁମରି ପରଶ ପାଇ ଆଜି ମୁଁ ଯେ ହୃଦେ ନେଲି ତୁମକୁ
ଚାଲିଛି ତୁମରି ପାଦେ ପାଦ ଦେଇ ମୁଁ
ପାଇବି ତୁମର ପ୍ରେମ ହେ , ମୋ ପ୍ରଭୁ .......... !! ୨ !!
ତୁମ ବିନା ବଞ୍ଚି ମୁଁ ପାରେନା................
Comments